ତୋ
ତୋ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ—(ବାକ୍ୟର ପୂରଣାର୍ଥେ. ଦୂରବସ୍ତୁ ପ୍ରଦର୍ଶନାର୍ଥେ ବ୍ୟବହୃତ; ସଂସ୍କୃତ - ତୁ)
ସମ୍ପାଦନାତେ; ତେବେ —Too.
(ଯଥା—ହେଇ ତୋ ! ବଡ଼ ଦେଉଳରେ ନୀଳଚକ୍ର ବାନା ଦେଖାଗଲାଣି)
ସର୍ବନାମ (ସଂସ୍କୃତ - ତେ; ଅନାଦରାର୍ଥକ; ଓ ତୁ ଶବ୍ଦର ୬ଷ୍ଠୀ ବିଭକ୍ତି ୧ବଚନ)
ସମ୍ପାଦନାତୋର; ତୁମ୍ଭର —Thine.