ତୋ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ—(ବାକ୍ୟର ପୂରଣାର୍ଥେ. ଦୂରବସ୍ତୁ ପ୍ରଦର୍ଶନାର୍ଥେ ବ୍ୟବହୃତ; ସଂସ୍କୃତ - ତୁ)

ସମ୍ପାଦନା

ତେ; ତେବେ —Too.

(ଯଥା—ହେଇ ତୋ ! ବଡ଼ ଦେଉଳରେ ନୀଳଚକ୍ର ବାନା ଦେଖାଗଲାଣି)

ସର୍ବନାମ (ସଂସ୍କୃତ - ତେ; ଅନାଦରାର୍ଥକ; ଓ ତୁ ଶବ୍ଦର ୬ଷ୍ଠୀ ବିଭକ୍ତି ୧ବଚନ)

ସମ୍ପାଦନା

ତୋର; ତୁମ୍ଭର —Thine.