ତେନ୍ତେରା
ତେନ୍ତେରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତେନ୍ତେରା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଅଖ ଉପରେ ଶଗଡ଼ ଦଣ୍ଡା ରଖାଯିବା ପାଇଁ ଦଣ୍ଡା ତଳେ ଲଗାଯାଇଥିବା କାଷ୍ଠଖଣ୍ଡ଼ ଦ୍ୱୟ —୧. Two pieces of grooved wood set over the axle of a bullock cart to support the shafts or beams.
- ୨. (ସଂସ୍କୃତ - ନାମ—ଭଣ୍ଡାର; କପୀତନ)- ବଡ଼ ଓ ଡେଙ୍ଗା ବନ୍ୟ ବୃକ୍ଷବିଶେଷ — ୨. Albizzia Procera (Tree) (Haines).
[ଦ୍ରଷ୍ଟବ୍ୟ —ଏହାର ବଳକା ଈଷତ୍ ହରିତ୍ ଓ ଧଳା ସନ୍ତସନ୍ତିଆ ମାଟିରେ ଏ ଗଛ ବଢ଼େ ଗୋଲେଇ ୭୮: ଫୁଟ ପର୍ଯ୍ୟନ୍ତ ହୁଏ ଏହାର କାଠ ସୁନ୍ଦର ଓ ଶକ୍ତ ଏହା ଶଗଡ଼ରେ ଲାଗେ]
ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ)ବିଶେଷଣ -
ସମ୍ପାଦନାତରତରିଆ — Hasty.