ତେଣ୍ଡରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ବନିସି ଡୋରିରେ ସାଗିଥିବା ମଯୁର ପକ୍ଷ କାଠି ବା ଶୋଲ; ତେରଣ୍ଡା — The float of a fishing line.

[ଦ୍ରଷ୍ଟବ୍ୟ —ଏହା ବୁଡ଼ିଗଲେ ମାଛ ଥୋପ ଧରିଅଛି ବୋଲି ବନିସିଆକୁ ଜଣାଯାଏ]