ତେଇଶି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - (ସଂଖ୍ୟାବାଚକ) (ସଂସ୍କୃତ - ତ୍ରୟୋବିଂଶ; ପ୍ରା. ତେବୀସ; ତେଇସ୍)—ବି

୨୩. ସଂଖ୍ୟା — The number ୨୩; twentythree.

ବିଶେଷଣ - ସମ୍ପାଦନା

୧. ୨୩: ସଂଖ୍ୟକ —୧. Numbering twenty three.
୨. ତ୍ରୟୋବିଂଶ —୨. Twentythird.