ତୃଷାନ୍ୱିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତୃଷାନ୍ୱିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ତୃଷାଦ୍ୱାରା ଅନ୍ୱିତ) ସମ୍ପାଦନା

୧. ତୃଷାର୍ତ୍ତ —୧. Thirsty.
୨. ଲୁବ୍ଧ —୨. Covetuous; greedy of gain.
୩. ଇଚ୍ଛୁକ; ଲାଳାୟିତ —୩. Desirous; hankering.