ତୃତୀୟା
ତୃତୀୟା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତୃତୀୟ+ଆ)
ସମ୍ପାଦନା- ୧. ପୂର୍ଣ୍ଣିମା ବା ଅମାବାସ୍ୟାର ପରବର୍ତ୍ତୀ ତୃତୀୟ ତିଥି; ପକ୍ଷର ତୃତୀୟା ତିଥି — ୧. The third day of the lunar fortnight.
[ ଦ୍ର—ମାସ ମଧ୍ୟରେ ଶୁକ୍ଳ ଓ କୃଷ୍ଣ ପକ୍ଷରେ ଦୁଇଟି ତୃତୀୟା ତିଥି ହୁଏ ]
- ୨. ତୃତୀୟା ବିଭକ୍ତି (ଦେଖ) - ୨. Tṛutīyā bibhakti (See)
- ୩. ତୃତୀୟା ବିଭକ୍ତିର ପ୍ରତ୍ୟୟ —୩. The termination of the instrumental case.