ତୁହା
ତୁଆ; ଥର; ବାର — Time; occasion.
ଥରକେ ଯେବେ ଲୋକ, ନୋହିଲା ଜାଗରୁକ, କହିବା କେତେ ତୁହା ତୁହାକୁ ଗୋ କବିସର୍ଯ୍ୟ, ସଙ୍ଗୀତ