ତୁଷାର
ତୁଷାର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତୁଷ. ଧାତୁ=କର୍ତ୍ତୃ. ଆର) ସମ୍ପାଦନା
- ୧. ଜଳକଣା — ୧. Munute particles of water.
- ୨. ନୀହାର; କାକର —୨. Hoar-frost; dew.
- ୩. ବରଫ —୩. Ice; snow.
- ୪. ଶୀତ; ହିମ —୪. Cold.
- ୫. କୁହୁଡ଼ି —୫. Mist; fog.
- ୬. ଏକପ୍ରକାର କପୂର; ଚୀନା କପୂର — ୬. A kind of camphor.
- ୭. ପ୍ରାଚୀନ ଦେଶବିଶେଷ — ୭. Name of an ancien t country.
[ ଦ୍ର—ଏହା ହିମାଳୟର ଉତ୍ତର ଏହା ଉତ୍କୃଷ୍ଟ ଘୋଡ଼ା ପାଇଁ ପ୍ରସିଦ୍ଧଥିଲା; ଏହି ଦେଶବାସୀ ଶକ ଜାତିର ଶାଖା ଅଟନ୍ତି ହିନ୍ଦୀ - ଶବ୍ଦସାଗର]
ବିଶେଷଣ - ସମ୍ପାଦନା
ଅତ୍ୟନ୍ତ ଶୀତଳ —Very cold.