ତୁରନ୍ତ

ଉଚ୍ଚାରଣ

ସମ୍ପାଦନା

(ତୁରଂତ—ଅନ୍ୟରୂପ)

  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ତ୍ୱରିତ; ତରସ୍=ବେଗ)

ସମ୍ପାଦନା
୧. ଅତିଶୀଘ୍ର —୧. Quickly.

ବୋଲିବେ ଏ ବୃଷ ତୁରନ୍ତ ମରୁ: ଭାଇବନ୍ଧୁଙ୍କ ଭାବନା ସରୁ ନନ୍ଦକିଶୋର. ନିର୍ଝରିଣୀ

୨. ହଠାତ୍; ତତକ୍ଷଣାତ୍ — ୨. Immediately; at once.