ତୁମ୍ଭର
(ତୁମ୍ଭରି—ଅନ୍ୟରୂପ)
ଆପଣଙ୍କର —Your.
କେ ଆଉ ନିଷ୍କାମେ ଧନ ପ୍ରାଣ ମାୟା ତେନି ତୁମ୍ଭଙ୍କୁ ତୁମ୍ଭରି ଲାଗି ଭଜିବ ଏ ଭବେ ରାଧାନାଥ. ମହାଯାତ୍ରା