ତିହାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିଘାତ) ସମ୍ପାଦନା

(ସଙ୍ଗୀତ) ତାଳର ସମାପ୍ତି ବା ସମକୁ ଆସିବାର ପୂର୍ବରେ ତିନିବାର ଆଘାତ; ତାଳର ମାତ୍ରା ଅନୁସାରେ କତାଳିଦ୍ୱାରା ବା ମୃଦଙ୍ଗାଦିରେ ଆଘାତଦ୍ୱାରା ବିଭାଗ ଜ୍ଞାପନପୂର୍ବକ ଶେଷ ବିଭାଗ ସ୍ଥାନରେ କରତାଳି ନ ଦେବା — (music) The ୩ final strokes given before the conclusion of a particular musical measure or beating to time.