ତିଳ ପିଚ୍ଚଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତିଳପିଷ୍ଟ; ତିଳପିଷ୍ଟକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ତିଳ ଗୁଣ୍ଡା କରି ତାକୁ ଚାଡ଼ ବା ଚିନିରେ ପାଗ କରାଯାଇ ପ୍ରସ୍ତୁତ ପିଷ୍ଟକ —A cake made of powdered sesamum seeds seasoned with sugar.

[ଦ୍ରଷ୍ଟବ୍ୟ —ଏହା ମଳବର୍ଦ୍ଧକ, ଶୁକ୍ରଜନକ, ବାୟୁନାଶକ, କଫ ଓ ପିତ୍ତ— ବର୍ଦ୍ଧକ, ଶରୀରର ଉପଚୟକାରକ, ଗୁରୁ, ସ୍ନିଗ୍ଧ ଓ ମୃତ୍ରାଧିକ୍ୟନାଶକ