ତିଳେ
ତିଳେ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ତିଳେକ, ତିଳେ ମାତ୍ର—ଅନ୍ୟରୂପ)
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ଏକକ୍ଷଣ ସୁଦ୍ଧା — ୧. Even a moment.
- ୨. ଟିକିଏ ମାତ୍ର (ସ୍ଥାନ, ସମୟ ବା ପରିମାଣ) — ୨. Even a little; slightly (in point of time, place or quantity).
ସେ ପ୍ରତିଷ୍ଠା ନିଜେ ତିଳେ ନ ବଢାଇ ରାଧାନାଥ. ଦରବାର
ଦେଶଜ - ବିଶେଷଣ -
ସମ୍ପାଦନାଲେଶମାତ୍ର; ଅତିସାମାନ୍ୟ — In the slightest degree.
ଏଣେ ଆସିବାକୁ ତିଳେ ନାହିଁ ଅବସର ରାଧାନାଥ. ବେଣୀସଂହାର