ତିରିଶ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ତ୍ରିଶତ୍; ପ୍ରା. ତୀସା)

ସମ୍ପାଦନା
୧. ଦଶ ସଂଖ୍ୟାର ତ୍ରିଗୁଣିତ ସଂଖ୍ୟା; ୩ସଂଖ୍ୟା —୧. Number ୩୦.
୨. ୩ ସଂଖ୍ୟାର ପୂରକ —୨. Thirtieth.