ତିରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତୃଣ) ସମ୍ପାଦନା

୧. ତୃଣ; ଘାସ — ୧. Grass.

ମନ୍ଦୁରା ଅଭାବେ କୁମରମଣିରେ ତିରଣ ଶ‌ଯ୍ୟା କରଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୨. ଖାଦ୍ୟ —୨. Food; meal.

ଆଜି ଏକାଦଶୀ, ଦାନ୍ତରେ ତିରଣ ଦେଇ ନାହିଁ— ଫକୀରମୋହନ ଛମାଣଆଠଗୁଣ୍ଠ