ତିନ୍ତା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତିମ୍ ଧାତୁ=ଆର୍ଦ୍ର ହେବା)

ସମ୍ପାଦନା

ଆର୍ଦ୍ର; ଓଦା — Wet; moistened; damp.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଆର୍ଦ୍ର ହେବା; ଓଦା ହେବା, ତିନ୍ତିବା — ୧. The state of being wet or moistened.
୨. ଓଦା କରିବା —୨. Moistening; Wetting.