ତିଆରି
ତିଆରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷଣ - (ଆରବୀ - ତୈୟାର; ତୁଳ. ସଂସ୍କୃତ - ତତ୍ପର) ସମ୍ପାଦନା
- ୧. ପ୍ରସ୍ତୁତ; ନିର୍ମିତ —୧. Built; made; prepared; constructed; composed.
- ୨. ସୁସଜ୍ଜିତ —୨. Well equipped; fitted up.
- ୩. ଉଦ୍ୟତ; ତତ୍ପର; ମୃସ୍ତେଜ୍ —୩. Ready.
- ୪. ବ୍ୟବହାରରେ ଲାଗିବା ପାଇଁ ସମ୍ପୂର୍ଣ୍ଣରୂପେ ଉପଯୁକ୍ତ — ୪. Fit for immediate use.
- ୫. ନିଷ୍ପନ୍ନ; ସମ୍ପତ୍ତି — ୫. Finished; completed.
- ୬. ବଢ଼ି ଯାଇଥିବା; ଉତ୍ତମରୂପେ ପରିପୁଷ୍ଟ — ୬. Well developed.
- ୭. ମଜବୁତ୍ ଓ ହୃଷ୍ଟପୁଷ୍ଟ — ୭. Stout and strong.
- ୮. ପୃଥକ —୮. Plump; fat.
- ୯. ବନ୍ଦୋବସ୍ତ କରାଯାଇଥିବା —୯. Arranged.
ଅନୁବାଦ ସମ୍ପାଦନା
ତିଆରି
|
ବିଶେଷ୍ୟ - (ଆରବୀ - ତୈୟାରୀ) ସମ୍ପାଦନା
- ୧. ନିର୍ମାଣ; ରଚନା — ୧. Construction; preparation; make.
- ୨. ସଜ୍ଜୀକରଣ —୨. Equipment.
- ୩. ତତ୍ପରତା —୩. Readiness; the state of being prepared for something.
- ୪. ବନ୍ଦୋବସ୍ତ —୪. Arrangement.
- ୫. ସୁପରିପୁଷ୍ଟ ଅବସ୍ଥା; ପୁଷ୍ଟତା — ୫. Development.
ତିଆରି(ଇତ୍ୟାଦି) —
ଉଚ୍ଚାରଣ ସମ୍ପାଦନା
ବୈଦେଶିକ - ବିଶେଷଣ - ଓ ବିଶେଷ୍ୟ - (ଆ ତୈୟାରୀ) ସମ୍ପାଦନା
ତିଆର ଇତ୍ୟାଦି (ଦେଖ) - Tiāra etc (See)