ତାହା
ତାହା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ସର୍ବନାମ (ସଂସ୍କୃତ - ତଦ୍)
ସମ୍ପାଦନା- ୧. (କ୍ଳୀ. ୧ମା. ୧ବ.)ସେହି; ତା —୧. That.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ବସ୍ତୁ ବା ପଦାର୍ଥ ପାଇଁ ବ୍ୟବହୃତ ହୁଏ; ବ୍ୟକ୍ତି ପାଇଁ ବ୍ୟବହୃତ ଆକାର, ସେ]
- ୨. (ପୁଂ. ସ୍ତ୍ରୀ. ଓ କ୍ଳୀ. ୬ଷ୍ଠୀ ୧ବ.) ତାହାର; ତାର; ତା — ୨. His; her; its.
- ୩. (ପୁଂ. ଓ କ୍ଳୀ. ୨ୟା ୧ବ.) ତାହାକୁ; ତାକୁ — ୩. Him; that; it.
ନାଗପାଶ ବାଣେ ବାନ୍ଧିଣ ତାହା, ନବରେ ପଶିଲା ମନ ଉଚ୍ଛାହା ପ୍ରାଚୀ. ଶିଶୁଶଙ୍କର. ଉଷାଅଭିଳାଷ
- ୪. ସେହି —୪. The same.
[ଦ୍ରଷ୍ଟବ୍ୟ —ତାହା ଶବ୍ଦର ୧ମା ତାହା, ୨ୟା ତାହାକୁ, ତାହାଠିକୁ, ୩ୟା ତାହାଦ୍ୱାରା, ତାହା ଦେହି, ୫ମୀ ତାହାଠାରୁ, ତାହାଠଉଁ, ତାହାଠୁ, ୬ଷ୍ଠୀ ତାହାର, ୭ମୀ ତାହାଠି; ତାହାଠେଇଁ; ତାହାଠାରେ; ତାହା ଶବ୍ଦର ୧ମା ବିଭକ୍ତି କେବଳ ବସ୍ତୁ ପାଇଁ ବ୍ୟବହୃତ ହୁଏ; ଓ ବ୍ୟକ୍ତିପାଇଁ 'ସେ' ବ୍ୟବହୃତ ହୁଏ କିନ୍ତୁ ୧ୟା, ୩ୟା, ୫ମୀ. ୬ଷ୍ଠୀ ଓ ୭ମୀ ବିଭକ୍ତିର ରୂପମାନ ଅନାଦରାର୍ଥେ ବ୍ୟକ୍ତି ପାଇଁ ମଧ୍ୟ ବ୍ୟବହୃତ ହୁଏ]