ତାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତାଶ୍=ପତଳା ଚଟକା ଥାଳିଆ) ସମ୍ପାଦନା

ଖେଳିବାର ଚିତ୍ରିତ ମୋଟା କାଗଜ ଗଣ୍ତମାନ — Playing cards.

[ ଦ୍ର—ତାସ୍ ମୁଠାରେ ଚିତ୍ର୪ ପ୍ରକାର ଥାଏ ଯଥା— ୧. ଇସ୍କାପାନ—କଳାପାନ ଚିହ୍ନ ଯୁକ୍ତ;୨. ହରତନ—ନାଲିପାନ ଚିହ୍ନ ଯୁକ୍ତ;୩ ଚିଡ଼ତନ ବା ଚିଡ଼ିଆ—କଳା ବେଲ ପତ୍ର ଭଳି ତ୍ରିପୂର୍ଣ୍ଣ ଚିହ୍ନ ଯୁକ୍ତ;୪. ରୁହିତନ—ନାଲି ରମ୍ୱସ୍ ଚିହ୍ନ ଯୁକ୍ତ ଏମାନଙ୍କୁ 'ରଙ୍ଗ' ବେଲାଯାଏ ପ୍ରତ୍ୟେକ ରଙ୍ଗରେ ୧୩: ଖଣ୍ଡ 'କାଗଜ'; ଯଥା—(ଏକ ବିନ୍ଦୁ ଯୁକ୍ତ) ଟୀକା,(ଦୁଇ ବିନ୍ଦୁ ଯୁକ୍ତ) ଦୁଆ,(ତିନି ବୁଟା ଯୁକ୍ତ) ତିନା,(ଚାରି ବୁଟା ଯୁକ୍ତ) ଚଉକା, (ପାଞ୍ଚ ବୁଟା ଯୁକ୍ତ) ପଞ୍ଜା, (୬ ବୁଟା ଥିବା) ଛକ୍କା,(ସାତ ବୁଟା ଥିବା) ସତା, (ଆଠ ବୁଟା ଥିବା) ଅଠା, (ନଅ ବୁଟା ଥିବା) ନବା ବା ନହଲା,(୧ ବିନ୍ଦୁ ଥିବା) ଦଶା ବା ଦହଲା, ଗୋଲାମ (ଚିତ୍ର), ବିବି (ଚିତ୍ର) ଓ ସାହେବ(ଚିତ୍ର) ଏହି ୪ ରଙ୍ଗର କାଗଜ ସଂଖ୍ୟା ମୋଟରେ ୫୨: ଖଣ୍ଡ ଏକ ବିନ୍ଦୁ ଯୁକ୍ତ ଟିକା କାଗଜ ସବୁ ତାସ୍ ଅପେକ୍ଷା ମୂଲ୍ୟରେ ଉଚ୍ଚ; ଏହି ତାସ୍ ଖେଳ ପୂର୍ବେ ଆରବ, ମିସର୍ ଓ ବାବିଲନ୍ ଦେଶରେ ଚଳୁଥିଲାଗଞ୍ଜପା ଖେଳ ମଧ୍ୟ ଏକ ପ୍ରକାର ତାସ୍ ଖେଳ ଓ ଏହା ବହୁ କାଳରୁ ଆରବ ଓ ପାରସ୍ୟରେ ଚଳୁଥିଲା ତାସ୍ ଖେଳ ତଳେ ନୋଟ ଦେଖ ]