ତାଳୀଶ ପତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ହିମାଳୟର ଦେବଦାରୁ ବର୍ଗର ତରୁବିଶେଷର ପତ୍ର —The silver fir; Abies Webbiana; Cinnamomum Tamala (Kirtikar).


ଅନୁବାଦ ସମ୍ପାଦନା

ସଂସ୍କୃତ - ପର୍ଯ୍ୟାୟ—ଧାତୀପତ୍ର, ଶୁକୋଦର, ଗ୍ରନ୍ଥିକାପତ୍ର ତୁଳସୀଚ୍ଛଦ, ଆର୍କବନ୍ଧ, ପତ୍ରାଖ୍ୟ, କରିପତ୍ର, କରିଚ୍ଛଦ, ନୀଳ, ନୀଳାମ୍ୱର, ତାଳୀପତ୍ର, ତମାହ୍ୱାୟ

[ ଦ୍ର—ବୈଦିକ ମତରେ ଏହା ମଧୁର ଗରମ, କଫବାତନାଶକ ଏବଂ ଗୁଳ୍ମ, କ୍ଷୟରେଗ ଓ କାଶରେ ଉପ— କାରୀ ହିମାଳୟ ପର୍ବତରେ ଏହା ମିଳେ ହିନ୍ଦିରେ ଯାହାକୁ ତାଳୀଶପତ୍ର କହନ୍ତି, ଓଡ଼ିଆରେ ତାହା ତେଜପତ୍ର]