ତାଲିମ୍ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପ୍ରାଥମିକ ଶିକ୍ଷା ଦେବା; ମଣ କରିବା — ୧. To train; to coach; to teach.
୨. (କଚିରିଆ) ସାକ୍ଷୀମାନଙ୍କୁ ଅଭୀପ୍ସୀତ ସାକ୍ଷ୍ୟଦେବା ନିମନ୍ତେ ଆଗରୁ ଶିଖାଇବା — ୨. To coach witnesses before trial.