ତାଲା
ତାଲା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ତାଲକ, ତଳକ)—କୋଲପ — Lock; padlock.
[ଦ୍ରଷ୍ଟବ୍ୟ —କିଳିଣୀ, କମାଣୀ; ଦଣ୍ଡୀ ବା ଢିଙ୍କିଆ, ମେରୁ. ଡାଲା, ଛିଟିକିଣୀ ଓ କୁଞ୍ଚଜଳା ତାଲାର ଭିନ୍ନ୍ ଭିନ୍ନ ଅଂଶ ଅଟେ]
- ୨. (ସଂସ୍କୃତ - ତଳ) କୋଠର ମହଲା — ୨. Storey of a building.
ଦେଶଜ - ବିଶେଷଣ -
ସମ୍ପାଦନାଏତେ ତଳବିଶିଷ୍ଟ; (ଯଥା—ତିତାଲା କୋଠା) (building) Having so many storys; storied.