ତାଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ତାଲକ, ତଳକ)—କୋଲପ — Lock; padlock.

[ଦ୍ରଷ୍ଟବ୍ୟ —କିଳିଣୀ, କମାଣୀ; ଦଣ୍ଡୀ ବା ଢିଙ୍କିଆ, ମେରୁ. ଡାଲା, ଛିଟିକିଣୀ ଓ କୁଞ୍ଚଜଳା ତାଲାର ଭିନ୍ନ୍ ଭିନ୍ନ ଅଂଶ ଅଟେ]

୨. (ସଂସ୍କୃତ - ତଳ) କୋଠର ମହଲା — ୨. Storey of a building.

ଦେଶଜ - ବିଶେଷଣ - ସମ୍ପାଦନା

ଏତେ ତଳବିଶିଷ୍ଟ; (ଯଥା—ତିତାଲା କୋଠା) (building) Having so many storys; storied.