ତାଲବର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ତାଲେବର୍; ଆରବୀ - ତାଲା=ଭାଗ୍ୟ+ଫାରାସୀ - ବର୍ ପ୍ରତ୍ୟୟ) ସମ୍ପାଦନା

୧. ଭାଗ୍ୟବାନ୍ —୧. Lucky.
୨. ମାନ୍ୟ —୨. Honourable.
୩. ସୁନାମଧନ୍ୟ —୩. Illustrious.