ତାରିକ ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତାରିକ ହେବା, ତାରିକ ଧାର୍ଯ୍ୟହେବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (କଚିରିଆ) ସମ୍ପାଦନା

ମକଦମା ଶୁଣାଣି ହେବା ପାଇଁ ହାକିମଙ୍କଦ୍ୱାରା ତାରିଖ ନିର୍ଦ୍ଧାରିତ ହେବା — A case being fixed for hearing; fixing of a certain date.