ତାରିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ ଣିଚ୍+ଇକ) ସମ୍ପାଦନା

ଘାଟ ପାରି ମାସୁଲ — Fees paid for being ferried over.



ତାରିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତାରିଖ୍) ସମ୍ପାଦନା

୧. ମାସର ଦିନ — ୧. Date or day of the month.
୨. (କଚରିଆ) ମକଦ୍ଦମା ଶୁଣାଣି ହେବା ପୂର୍ବରୁ ନିର୍ଦ୍ଧାରିତ ଦିନ —୨. Date fixed for the hearing of a case.

[ଦ୍ରଷ୍ଟବ୍ୟ — ଏହାର ସାଙ୍କେତିକ 'ତା' ତାରିଖ ଲେଖିବାର ନିୟମ ଏହିକି ପ୍ରଥମେ ତାରିକର ପୂରଣ ସଂଖ୍ୟା ଲେଖାଯାଏ ଓ ସମସ୍ତଙ୍କ ପୂର୍ବରେ 'ତା' ଲେଖାଯାଏ; ଯଥା—୧୯୩୩: ସାଲ ମାର୍ଚ୍ଚ ମାସ ପାଞ୍ଚ ତାରିଖ ଲେଖିବାକୁ ହେଲେ ତା୫/୩/୧୯୩୩: ଲେଖାଯାଏ ସାଧାରଣତଃ ଇଂରାଜି ମାସର ଦିବସକୁ ତାରିଖ ଓ ଓଡ଼ିଆ ଗଣନାର ମାସର ଦିବସକୁ ଦିନ ବୋଲାଯାଏ ]