ତାମ୍ରବର୍ଣ୍ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ତାମ+ବର୍ଣ୍ଣ) ସମ୍ପାଦନା

୧. ନାଲିଆ; ରକ୍ତବର୍ଣ୍ଣ (ହିନ୍ଦୀ - ଶବ୍ଦସାଗର) — ୧. Red.
୨. ତମ୍ୱାଳିଆ ବର୍ଣ୍ଣର —୨. Copper-coloured.


ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ମନୁଷ୍ୟର ଦେହର ଚମଡ଼ା ତଳେ ଥିବା ୪ର୍ଥ ଚର୍ମର ସ୍ତର (ହିନ୍ଦୀ - ଶବ୍ଦସାଗର) —୧. The thin layer of skin below the outer skin of the human body.
୨. ସିଂହଳ ଦ୍ୱୀପ (ହିନ୍ଦୀ - ଶବ୍ଦସାଗର) —୨. Ceylon.

[ ଦ୍ର—ଏ ଦ୍ୱୀପର ଏହି ନାମରୁ ପ୍ରାଚୀନ ଗ୍ରୀକ୍ମାନେ ଏହାକୁ ତାପ୍ରୋବେନ୍ (Taprobane) ନାମ ଦେଇଥିଲେ]