ତାମଳି
ତାମଳି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ତାମ୍ଳି, ତାମୁଳି, ତାମିଳି, ତାମେଳି—ଅନ୍ୟରୂପ)
(ତାମଳିଆଣୀ, ତାମିଳିଆଣୀ, ତାମୁଳିଆଣୀ, ତାମେଳିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ତାମ୍ଭୁଳୀ)
ସମ୍ପାଦନା- ୧. ପାନରା; ଯେ ପାନ ବିକେ — ୧. A betel-dealer by profession.
- ୨. ଯେଉଁ ଶୁଦ୍ର ଜାତି ପାନ ବ୍ୟବସାୟ କରନ୍ତି — ୧. A caste of Ṡūdras whose profession is to sell betel-leaves.