ତାବ୍ଦାରି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ତାବିଦାରି, ତାବେଦାରିଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତାବେଦାରୀ) (ମୁସଲମାନୀ ଭାଷା)

ସମ୍ପାଦନା
୧. ଅଧୀନତା —୧. Subordination.
୨. ଆନୁଗତ୍ୟ — ୨. Subserviency; subjection.
୩. ଚାକିରି — ୩. Service.
୪. ଟହଲ ଟୁକୁରା —୪. Menial service.