ତାପ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତାଫତା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତ. ଫତା; ଇଟାଲୀୟ—ଟାଫ୍ପେଟା) ସମ୍ପାଦନା

ଟାଣୀ ରେସମର ଓ ଭରଣୀ ତୁଳାର ସୂତାରେ ବୁଣା ହୋଇ ଥିବା ଲୁଗା; ବାଫ୍ତା; ଧୂପଛାୟା ରେସମି ଲୁଗା — A fabric made of silk and linen; Taffetta.

[ ଦ୍ର—ଏ ଫାରସୀ ଶବ୍ଦ ଇଂରାଜିରେ ଟାଫ୍ଫେଟା ଆକାର ଧାରଣ କରିଅଛି]