ତାନିସା କାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଖଣ୍ଡା ବା ତରବାରିଆଦି ଉପରେ ଖୋଦାଇ କାମଦ୍ୱାରା ସୁନା ବା ରୂପାରର ଫୁଲ ଓ ପତ୍ରଆଦି ଅଙ୍କିତ କରିବା କର୍ମ — Art of inlaying floral and other designs of gold and silver on the body of a sword.