ତାତିବା
ତାତିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି.—(ସଂସ୍କୃତ - ତପ୍ ଧାତୁ)
ସମ୍ପାଦନା- ୧. ଉତ୍ତପ୍ତ ହେବା — ୧. To become heated.
ବାରି ତାତି ଝସ ଶୁଖି ଗ୍ରାହ ବଂଶ ଯେମନ୍ତ ବାସାରେ ଉପେନ୍ଦ୍ର ଭଞ୍ଜ.ବୈଦେହୀଶବିଳାସ
- ୨. ଜ୍ୱର ଯୋଗୁଁ (ଦେହ) ଉଷୁମ ହେବା — ୨. (the bodily heart) To rise in temperature.
- ୩. ପୋଡ଼ିଯିବା —୩. burn; to be burnt.
[ଦ୍ରଷ୍ଟବ୍ୟ — ଲୋକେ ଅଶୁଭସୂଚକ ବାକ୍ୟ 'ଘର ପୋଡ଼ିଗଲା' ନ କହି 'ଘର ତାତିଗଲା' କହନ୍ତି ]
- ୪. (ଲକ୍ଷଣାର୍ଥ) ରାଗିଯିବା —୪. To be angry or ruffled; to flare up.
(ଯଥା—ସାମାନ୍ୟକଥାରେ ଏପରି ତାତିବାଟା ସୁନ୍ଦର ନୁହେଁ )