ତାଜକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାମ) ସମ୍ପାଦନା

ତୁର୍କୀସ୍ଥାନଠାରୁ କାବୁଲ ପର୍ଯ୍ୟନ୍ତ ବାସ କରୁଥିବା ଇରାନୀ ମୁସଲମାନ ଜାତି — A sect of Mahomedans found in Turkistan, Persia, Beluchistan and Afganistan.

[ ଦ୍ର—ବୁଖାରାରେ ଏମାନଙ୍କୁ ସର୍ତ, ଆଫଗାନିସ୍ତାନରେ ଦେହାନ ଓ ବେଲୁଚିସ୍ତାନରେ ଦେହବାର୍ ବୋଲାଯାଏ ପାରସ୍ୟରେ ତାଜକ୍ ଶବ୍ଦ ସାଧାରଣ ଗ୍ରାମୀଣ ବା ବାଉଁଲ୍ୟ ଲୋକ ପ୍ରତି ବ୍ୟବହୃତ ହୁଏ—ହିନ୍ଦୀ - ଶବ୍ଦସାଗର]

(ତାଜିକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯବନାଚାର୍ଯ୍ୟ କୃତ ସଂସ୍କୃତ ଫଳିତ ଜ୍ୟେତିଷ ଗ୍ରନ୍ଥବିଶେଷ —Title of an astrological treatise in Sanskrit by j̄abanācharj̄ya.

[ ଦ୍ର—ଏ ଗ୍ରନ୍ଥ ପ୍ରଥମେ ଆରବୀ ଓ ଫାରସୀ ଭାଷାରେ ଲିଖିତ ହୋଇଥିଲା ରାଜା ସମରସିଂହ ଓ ନୀଳକଣ୍ଠଆଦି ଏହାକୁ ସଂସ୍କୃତରେ ଅନୁବାଦ କଲେ ଏଥିରେ ବାରରାଶିକୁ ଅନେକ ବିଭାଗ କରି ଫଳାଫଳ ନିଶ୍ଚିତ କରିବାର ରୀତି ବିକୃତ ହୋଇଅଛି ଏ ଗ୍ରନ୍ଥରୁ ଗୁଡିଏ ଆରବୀ ଓ ଫାରାସୀ ଭାଷାର ଶବ୍ଦ ସଂସ୍କୃତ ଜ୍ୟୋତିଷ ଗ୍ରନ୍ଥମାନଙ୍କରେ ବ୍ୟବହୃତ ହୋଇଅଛି ଯଥା—ଇକବାଲ ଯୋଗ , ଇଂନ୍ତିହା ଯୋଗ, ଇତ୍ୟଶାଲ ଯୋଗ, ଇଶରାକ ଯୋଗ, ଗୈରକବୁଲ ଯୋଗ—ହିନ୍ଦୀ - ଶବ୍ଦସାଗର]