ତାଗା ଗାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା) ସମ୍ପାଦନା

ରାଜ କର୍ମଚାରୀଙ୍କ ଆଦେଶରେ କୋରଖ ବା ନିଲାମ ହେବା ପାଇଁ ବିଜ୍ଞପିତ ବା ଦଖଲ ଦିଆଯିବା ଭୂମିରେ ଢାଗା ପୋତିବା ପ୍ରକ୍ରିୟା — The proceedure of planting a flag on a plot of land which is attached or proclaimed to be sold or delivered possession of under court's order.