ତାକ୍
ତାକ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତର୍କ ଧାତୁ) ସମ୍ପାଦନା
- ୧. ଏକ ଦୃଷ୍ଟି; ସ୍ଥିର ଦୃଷ୍ଟି; କୌଣସି ବସ୍ତୁ ପ୍ରତି ଆବଦ୍ଧ ଦୃଷ୍ଟି — ୧. Stare; fixed look.
(ଯଥା—ଭୁବନେଶ୍ୱରର ମନ୍ଦିରମାନଙ୍କ କାରୁକାର୍ଯ୍ୟ ଦେଖି ମୋର ତାକ୍ ଲାଗିଗଲା)
- ୨. ଦୃଷ୍ଟିର ଲକ୍ଷ୍ୟ —୨. The aim of one's sight.
(ତାକ; ତାକତା; ତାକତା—ଅନ୍ୟରୂପ)
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା
ସମୟ ବା ସୁବିଧାକୁ ଅପେକ୍ଷା କରି ବସିବା; ତକାଇବା —Waiting for an opportunity.
ଦେଶଜ - ଅ ସମ୍ପାଦନା
ପଖୋଜ ବାଦ୍ୟର ଉତ୍କଟ —The tune or gamut of a 'Pakhoja' drum.