ତାଇଦ୍ନବିସ୍

ଉଚ୍ଚାରଣ

ସମ୍ପାଦନା

(ତାଏଦ୍ନବିସ୍—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତାଇଦ୍=ସାହାଯ୍ୟ; ଅନୁମୋଦନ +ଫାରାସୀ - ନବୀସ୍=ଲେଖକ; ତୁଳ. ଇଂ ନୋଭିସ= ନବଶିକ୍ଷାର୍ଥୀ)

ସମ୍ପାଦନା
୧. କୌଣସି ଅଫିସରେ ସ୍ଥାୟୀ କର୍ମଚାରୀଙ୍କ ଲେଖାପଢ଼ିରେ ସାହାଯ୍ୟ କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି; ଅସ୍ଥାୟୀ ଭାବରେ ବା ପରୀକ୍ଷା ସ୍ୱରୂପ ବା କାର୍ଯ୍ୟ ଶିଖିବା ପାଇଁ ନିଯୁକ୍ତ ଲେଖକ — ୧. Probationer clerk.
୨. ଶିକ୍ଷାର୍ଥୀ; ଶିକ୍ଷାନବିସ୍ — ୨. An apprentice learning work in an office; a novice.