ତାଇତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଫାରାସୀ - ତାବୀଜ୍=ଡେଉଁରିଆ) ସମ୍ପାଦନା

ବାହୁର ଅଳଙ୍କାର ବିଶେଷ; ସୁନା ରୂପାର ବାଜୁ —An armlet or ornament for the arm.

ଦେଶଜ - ସର୍ବନାମ (ସଂସ୍କୃତ - ତତ୍ ତୁ) ସମ୍ପାଦନା

୧. ତାହାତ; ତାହାହିଁ — ୧. That also; that too.
୨. ତାହା ସୁଦ୍ଧା —୨. That even.