ତାଇତ
ତାଇତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଫାରାସୀ - ତାବୀଜ୍=ଡେଉଁରିଆ)
ସମ୍ପାଦନାବାହୁର ଅଳଙ୍କାର ବିଶେଷ; ସୁନା ରୂପାର ବାଜୁ —An armlet or ornament for the arm.
ଦେଶଜ - ସର୍ବନାମ (ସଂସ୍କୃତ - ତତ୍ ତୁ)
ସମ୍ପାଦନା- ୧. ତାହାତ; ତାହାହିଁ — ୧. That also; that too.
- ୨. ତାହା ସୁଦ୍ଧା —୨. That even.