ତାଇଜ୍ନବିସ୍
ତାଇଜ୍ନବିସ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ତାଏଜ୍ନବିସ୍—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଆରବୀ - ତାଇଦ୍=ସାହାଯ୍ୟ; ଅନୁମୋଦନ +ଫାରାସୀ - ନବୀସ୍=ଲେଖକ; ତୁଳ. ଇଂ ନୋଭିସ= ନବଶିକ୍ଷାର୍ଥୀ) ସମ୍ପାଦନା
- ୧. କୌଣସି ଅଫିସରେ ସ୍ଥାୟୀ କର୍ମଚାରୀଙ୍କ ଲେଖାପଢ଼ିରେ ସାହାଯ୍ୟ କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି; ଅସ୍ଥାୟୀ ଭାବରେ ବା ପରୀକ୍ଷା ସ୍ୱରୂପ ବା କାର୍ଯ୍ୟ ଶିଖିବା ପାଇଁ ନିଯୁକ୍ତ ଲେଖକ — ୧. Probationer clerk.
- ୨. ଶିକ୍ଷାର୍ଥୀ; ଶିକ୍ଷାନବିସ୍ — ୨. An apprentice learning work in an office; a novice.