ତାଆଦାଦ୍
ତାଆଦାଦ୍
ଉଚ୍ଚାରଣ
ସମ୍ପାଦନାତାଇଦାତ୍; ତାଇଦାତ୍, ତାଏଦାଦ; ତାଦାଦ୍; ତାଦାତ୍, ତାୟଦାତ୍; ତାୟବାଦ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ତଅଦାଦ୍=ସଂଖ୍ୟା; ସୁମାରି; ଗଣତି)— (କଚିରିଆ ଭାଷା)
ସମ୍ପାଦନା- ୧. ତାଦାଦ୍; ସଂଖ୍ୟା — ୧. Number.
- ୨. ମୂଲ୍ୟ — ୨. Value.
- ୩. ମକଦ୍ଦମାରେ କରାଯାଇ ଥିବା ଦାବୀର ପରିମାଣ — ୩. Money-value of a claim.
- ୪. ମକଦ୍ଦମା ସଂକ୍ରାନ୍ତ ଦାବୀର କଳ୍ପିତ ମୂଲ୍ୟ — ୪. Value of the subject matter of a suit; valuation of a suit or claim.
(ଯଥା—ବର୍ତ୍ତମାନ କଟକର ମୁନସଫଙ୍କୁ ଟ ୧ ଙ୍କା ତାଦାଦର ନମ୍ୱରୀ ମକଦମାମାନ ବିଚାର କରିବାର କ୍ଷମତା ହାଇକୋଟ୍ ଦେଇ ଅଛନ୍ତି)
- ୫. କବାଲା, ଦାନପତ୍ର, ଋଣପତ୍ର ଆଦି ଦଲିଲରେ ଲେଖା ଥିବା ସମ୍ପତ୍ତି ବା ଧନର ମୂଲ୍ୟ ବା ପରିମାଣ — ୫. Money-value of the subject-matter of a document.