ତହସିଲ କଚେରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ତହସିଲ୍ ଅଫିସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ତହସିଲ+ଫାରାସୀ - କଚହରୀ) ସମ୍ପାଦନା

ଯେଉଁ କାର୍ଯ୍ୟାଳୟରେ ପ୍ରଜାଙ୍କଠାରୁ ଜମିଦାରଙ୍କ ତରଫରୁ ଖଜଣା ଆଦାୟ କରାଯାଏ ଓ ଯେଉଁଠାରେ ତହସିଲଦାର ଅଫିସ୍ କରନ୍ତି — The village-office of a zamindar for rent collection.