ତହସିଲ୍
ତହସିଲ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ତସିଲ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆ; ଏହି ଆରବୀ ଶବ୍ଦ ଅସୁଲ ବା ବସୁଲ ମୂଳ ଶବ୍ଦର ବହୁ ବଚନ; ବହୁବାର ଅସୁଲ କରିବା ଏହି ଶବ୍ଦର ଅର୍ଥ
ସମ୍ପାଦନା- ୧. ପ୍ରଜାମାନଙ୍କଠାରୁ ଖଜଣା ଅସୁଲ; ରାଜକର ଆଦାୟ କରିବା —୧. Realisation or collection of rent or revenue from tenants.
- ୨. ଜଣେ ତହସିଲଦାରଙ୍କ ଅଧୀନ ଇଲାକା — ୨. Tahasil; jurisdiction under the charge of one Tahasilder.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଜିଲ୍ଲାର ରାଜସ୍ୱ ସଂକ୍ରାନ୍ତ ସବ୍ଡିଭିଜନ୍ — Tahasil or revenue subdivision of a district.
[ ଦ୍ର—ଏହି ଆରବୀ ଶବ୍ଦ ଇଂରାଜୀ ଭାଷାରେ ତଳିଲାଣି; ଏ ଶବ୍ଦ ଅସୁଲ ଶବ୍ଦ ପରେ ସହଚରରୁପେ ବ୍ୟବହୃତ ହୁଏ]