ତହବିଲଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତହବୀଲ୍+ଫାରାସୀ - ପ୍ରତ୍ୟୟ ଦାର୍) ସମ୍ପାଦନା

ଯାହା ଉପରେ ତହବିଲର ଭାର ନ୍ୟସ୍ତ ଥାଏ; କୋଷାଧ୍ୟକ୍ଷ; ତହବିଲ ରକ୍ଷକ; ଖାଞ୍ଜିଞ୍ଚି — Cashier; treasurer; one entrusted with the custody of cash.