ତହ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା)

ସମ୍ପାଦନା
୧. କାଗଜ ବା ଲୁଗାର ଭାଙ୍ଗ ବା ଚଉତ; ପ୍ରସ୍ତ; ପରସ୍ତ; ସ୍ତର —୧. Layer; fold; plait; braid.
୨. ଧପାଙ୍ଗୀ; ଛଳନାପୂର୍ବକ ସମୟ ନେବା; ଭଣ୍ଡାଇବା; ଠକିବା —୨. Putting off on excuses; deception.