ତସ୍ୟ
ତସ୍ୟ
ଉଚ୍ଚାରଣ
ସମ୍ପାଦନା(ତସ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ସର୍ବନାମ (ତତ୍ ଶବ୍ଦ, ପୁଂଲିଙ୍ଗ, ୬ଷ୍ଠୀ ୧ ବଚନ)
ସମ୍ପାଦନାତାହାର; ତାହାଙ୍କର —His; her; its.
ଦେଶଜ - ବିଶେଷଣ -
ସମ୍ପାଦନାତଦୀୟ; ତତ୍ ସମ୍ୱନ୍ଧୀୟ — Pertsining to that.
[ଦ୍ରଷ୍ଟବ୍ୟ —ସାହିତ୍ୟିକ ଭାଷାରେ ଏହାର ବ୍ୟବହାର ବିରଳ; ମାତ୍ର କଚିରିଆ ଭାଷା ଓ ଦଲିଲ ଆଦିରେ ଏହି ଶବ୍ଦ ଏବଂ ଏହାର ବିକୃତି ଆକାର ପୁଂଲିଙ୍ଗରେ 'ତସ୍ୟର' ଓ ସ୍ତ୍ରୀ ଲିଙ୍ଗରେ 'ତସ୍ୟାର' ଶବ୍ଦର ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ]