ତସ୍‌ଦିକ୍

(ତସ୍ଦିକ୍ରୁ ଲେଉଟି ଆସିଛି)

ତସ୍‌ଦିକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ତସଦୀକ୍) (କଚିରିଆ) ସମ୍ପାଦନା

୧. କୌଣସି ବିଷୟର ସତ୍ୟତା ସମ୍ୱନ୍ଧେ ପ୍ରମାଣ ବା ସମର୍ଥନ — ୧. Verification.
୨. କୌଣସି ବିଷୟର ସତ୍ୟତା ହାକିମଙ୍କ ଆଗରେ ପ୍ରମାଣସ୍ୱରୂପ ସ୍ୱୀକାର କରିବା; ଚିହ୍ନଟ — ୨. Attestation; identification.
୩. କୌଣସି ଦଲିଲ ପରୀକ୍ଷା କରି ସେଥିରେ କରାଯିବା ହାକିମଙ୍କର ଦସ୍ତଖତ୍ —୩. Countersignature of an authority on a document.
୪. ସାକ୍ଷ୍ୟ; ଗଭେଇ —୪. Testimony.