ତସ୍କର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ୱା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] ସମ୍ପାଦନା

୧. ଚୋର; ଦତ୍ସ୍ୟ; ଅପହାରକ —୧. Thief; lifter (as in cattle-lifter) pilferer.
୨. ପୃକ୍କା ବା ପିଡ଼ଙ୍ଗ ଶାଗ —୨. A kind of pot herb; Trigonella Corniculata.
୩. ମଦନ ବୃକ୍ଷ; ମଏଣ (ଦେଖ) - ୩. Maeṇa (See)
୪. ଚୋର ନାମକ ଗନ୍ଧଦ୍ରବ୍ୟ; ଗଣ୍ଠିଅନା — ୪. A scented herb.
୫. କର୍ଣ୍ଣ; କାନ —୫. The ear.