ତଳାର୍ଦ୍ଧ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତିଳ+ଅର୍ଦ୍ଧ)

ସମ୍ପାଦନା
୧. ସ୍ୱଳ୍ପକ୍ଷଣମାତ୍ର — ୧. A moment.
୨. ଅତ୍ୟନ୍ତ ପରିମିତ ସ୍ଥାନ —୨. A little space.
୩. ଅତିସୂକ୍ଷ୍ମାଂଶ —୩. A very minute part.


ଅନୁବାଦ

ସମ୍ପାଦନା

(ତିଳାର୍ଦ୍ଧେ—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତିଳାର୍ଦ୍ଧମ୍)

ସମ୍ପାଦନା

ଅତି ସାମାନ୍ୟ ମାତ୍ର; ଟିକିଏ ହେଲେ ମଧ୍ୟ; ଆଦୌ —In the slightest manner; a bit; at all.

(ଯଥା—ସେ ଏହା କରିବ ବୋଲି ମୁଁ ତିଳାର୍ଦ୍ଧ ବିଶ୍ୱାସ କରି ନ ଥିଲି )