ତଲେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - ସମ୍ପାଦନା

୧. (ଯାଜପୁର) ବି—ଲୟ; ନିଘା — ୧. Attention.

(ଯଥା—କଥାକୁ ତଲେଇ ରଖିବା)

୨. (ସମ୍ୱଲପୁର) ବି—ବାଉଁଶ ପାତିଆରେ ବୁଣା ଆସନ — ୨. A mattress woven with bamboo-laths.

[ଦ୍ରଷ୍ଟବ୍ୟ —ସମ୍ୱଲପୁରରେ ବାଉଁଶପାତିଆରେ ବୁଣା ଆସନକୁ ତଲେଇ ଓ ପରଦା ବା ବାଡ଼ରୂପେ ବ୍ୟବହୃତ ତଲେଇକୁ ଟାଟୀ ବୋଲାଯାଏ]

ଦେଶଜ - ବିଶେଷ୍ୟ - ସମ୍ପାଦନା

ତଲାଇ (ଦେଖ) - —Talāi (See)