ତଲାସି ଦେବା
ତଲାସି ଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତଲାସି ଦେବା
|
ଦେଶଜ - କ୍ରି. (ତୁ. ତଲ୍ଲାସୀ) (କଚିରିଆ)
ସମ୍ପାଦନା- ୧. ଚୋରାମାଲ ବା ହଜିଥିବା ଦ୍ରବ୍ୟ ପାଇଁ ଆପଣା ଘର ବା ଆପଣା ଦେହକୁ ଖୋଜିବା ନିମନ୍ତେ ଅନ୍ୟବ୍ୟକ୍ତିଙ୍କୁ (ଯଥା—ପୁଲିସ କର୍ମଚାରୀଙ୍କୁ) ସୁବିଧା ଦେବା — ୧. To submit one's house or person to search by another for a lost or stolen thing.
- ୨. କୌଣସି ସନ୍ଦେହୀ ବ୍ୟକ୍ତିର ଦେହ ବା ସ୍ଥାନ ଖୋଜିବାକୁ ଯିବା ପୁଲିସ କର୍ମଚାରୀ ନିଜର ଦେହ ବା ଲୁଗାପଟାରେ କିଛି ଜିନିସ ଲୁଚାଇ ନାହାନ୍ତି ଏହା ଉପସ୍ଥିତ ବ୍ୟକ୍ତିମାନଙ୍କୁ ଦେଖାଇବାପାଇଁ ନିଜର ଦେହ ବା ଲୁଗାପଟା ଝାଡିଝୁଡ଼ି ହେବା — ୨. (a police officer) To show to the persons present at a search that nothing is cencealed in his person or dress.