ତଲବି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷଣ - (ଆରବୀ - ତଲବ୍)

ସମ୍ପାଦନା

(କଚିରିଆ) ତଲବ୍ କରାଯାଇଥିବା —Called for; sent for; summoned.

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ -

ସମ୍ପାଦନା

ତଲବ (ଦେଖ) - —Talaba (See)