ତଲବାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫା) (କଚିରିଆ) ସମ୍ପାଦନା

କଚେରିରେ ହାଜର ହେବା ପାଇଁ ପ୍ରତିବାଦିକୁ ବା ସାକ୍ଷୀଙ୍କୁ ତଲବ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଧାରିତ ଅର୍ଥ ବା ଫିସ୍ —Talabana; process fees; fees required for calling for a person or a document.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଇଂରାଜିରେ ଚଳିଲାଣି]